ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଉପରି ସ୍ତର ଉପରେ ତିଆରି ହୋଇଥିବା ବା ପଡ଼ିଥିବା କୌଣସି ଚିହ୍ନ
ଉଦାହରଣ : ମୋର ଶାଢ଼ୀର ଛିଟ ପସନ୍ଦ ହୋଇନାହିଁ
ସମକକ୍ଷ : ଛିଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी सतह पर बना या पड़ा हुआ कोई चिह्न।
A visible indication made on a surface.
ଅର୍ଥ : ଏକ ପ୍ରକାରର କପଡ଼ା ଯାହା ଉପରେ ଛିଟ ତିଆରି ହୋଇଥାଏ
ଉଦାହରଣ : ଶ୍ୟାମ ଛିଟର ଏକ ସାର୍ଟ ସିଲେଇ କରାଇଲା
एक प्रकार का कपड़ा जिस पर छींटें बनी होती हैं।
A fabric with a dyed pattern pressed onto it (usually by engraved rollers).
ସଂସ୍ଥାପନ କରନ୍ତୁ