ଅର୍ଥ : ରୋଗଆଦିର ମୂଳ କାରଣ
ଉଦାହରଣ :
କାଶ ହେଉଛି ରୋଗର ଘର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁସ୍ଥାନସହ କେହି ଭଲଭାବରେ ପରିଚିତ
ଉଦାହରଣ :
ଆହ୍ଲାବାଦ ମୋପାଇଁ ଘର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେହି ରହୁଥିବା ସ୍ଥାନ
ଉଦାହରଣ :
ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
ସମକକ୍ଷ : ଆବାସ, ନିବାସ, ବାସ, ବାସସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.ଅର୍ଥ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଉଦାହରଣ :
ଏହି ଘରେ ପାଞ୍ଚଟି କୋଠରୀ ଅଛି ନାରୀ ନିକେତନରେ ବିଧବା ମଙ୍ଗଳା ରହେ
ଅନ୍ୟ ଭାଷାରେ ଅନୁବାଦ :
A dwelling that serves as living quarters for one or more families.
He has a house on Cape Cod.