ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାଧନା କରୁଥିବା ବ୍ୟକ୍ତି
ଉଦାହରଣ : ବଶୀକରଣ ସିଦ୍ଧି କରୁଥିବା ସାଧକ ସମସ୍ତଙ୍କୁ ନିଜର ବଶ କରିନିଏ
ସମକକ୍ଷ : ସାଧକ, ସାଧନାକାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो आध्यात्मिक या धार्मिक क्षेत्र में फल-प्राप्ति के उद्देश्य से किसी प्रकार की साधना में लगा हुआ हो।
Someone who is dazzlingly skilled in any field.
ଅର୍ଥ : ଉପାସନା ବା ପୂଜା କରୁଥିବା ଲୋକ
ଉଦାହରଣ : ଉପାସକର ସବୁ କାମନା ପୂର୍ଣ୍ଣ ହୋଇଗଲା
ସମକକ୍ଷ : ଉପାସକ, ପୂଜକ, ପୂଜାରୀ, ଭକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
उपासना या पूजा करने वाला।
ସଂସ୍ଥାପନ କରନ୍ତୁ