ଅର୍ଥ : ଯାହା କରିବା ବା ନେବା ଉଚିତ୍ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ
ଉଦାହରଣ :
ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
जितना किया या लिया जाना उचित हो उसमें की गई कमी।
इस दुकान में सभी वस्तुएँ रिआयत पर मिलती हैं।ଅର୍ଥ : ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ
ଉଦାହରଣ :
ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ
ସମକକ୍ଷ : ରିବେଟ
ଅନ୍ୟ ଭାଷାରେ ଅନୁବାଦ :