ଅର୍ଥ : ସବୁଆଡ଼ୁ ଭୟଯୁକ୍ତ
ଉଦାହରଣ :
ଭୟାର୍ତ୍ତ ମଣିଷକୁ କିଛି ବୁଦ୍ଧି ଦିଶୁ ନଥିଲା
ସମକକ୍ଷ : ଭୟାର୍ତ୍ତ, ଶଙ୍କାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଡରିଛି
ଉଦାହରଣ :
ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍
ସମକକ୍ଷ : ଆତଙ୍କିତ, ଭୟଗ୍ରସ୍ତ, ଭୟଭୀତ, ଭୟାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
जो डरा हुआ हो।
अन्याय से भयभीत लोगों को उससे लड़ना चाहिए।Thrown into a state of intense fear or desperation.
Became panicky as the snow deepened.