ଅର୍ଥ : କେହି ରହୁଥିବା ସ୍ଥାନ
ଉଦାହରଣ :
ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
ସମକକ୍ଷ : ଆବାସ, ଘର, ବାସ, ବାସସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.ଅର୍ଥ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(ଶାସକ ଆଦି) ରହିବା ନିମନ୍ତେ ସରକାରୀ ବା ଆଧିକାରିକ ଭବନ
ଉଦାହରଣ :
ରାଜ୍ୟପାଳ ନିବାସ ଏହି ମାର୍ଗରେ ରହିଛି
ଅନ୍ୟ ଭାଷାରେ ଅନୁବାଦ :
किसी महत्त्वपूर्ण व्यक्ति (शासक आदि) के रहने का सरकारी या आधिकारिक भवन।
राज्यपाल निवास इसी मार्ग पर है।The official house or establishment of an important person (as a sovereign or president).
He refused to live in the governor's residence.ଅର୍ଥ : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର
ଉଦାହରଣ :
ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ
ସମକକ୍ଷ : ନିବାସସ୍ଥଳ, ନିବାସସ୍ଥାନ, ବାସ, ବାସସ୍ଥଳୀ, ବାସସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान या क्षेत्र जहाँ किसी प्राणी का आवास हो।
शेर का निवास स्थान जंगल है।The native habitat or home of an animal or plant.
habitation