ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭଲଭାବରେ ଚାଲି ନ ପାରିବା ବା ଛିଡ଼ା ହୋଇନପାରିବା କାରଣରୁ ବେଳେବେଳେ ଏପଟ ଓ ସେପଟକୁ ନଇଁବା
ଉଦାହରଣ : ମଦୁଆ ଟଳଟଳ ହେଉଛି
ସମକକ୍ଷ : ଟଳଟଳ ହେବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
भली-भाँति चल न सकने या खड़े न रह सकने के कारण कभी इस ओर तो कभी उस ओर झुकना।
Walk as if unable to control one's movements.
ଅର୍ଥ : ବିଶ୍ୱାସ ଆଦି ଭାବ ଆଦି ସ୍ଥିର ନ ରହିବା
ଉଦାହରଣ : କିଛି ସ୍ଥିତି ବାଳକମାନଙ୍କର ଆତ୍ମବିଶ୍ୱାସକୁ ଟଳମଳ କରିଦିଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
विश्वास आदि भावों का स्थिर न रहना।
ସଂସ୍ଥାପନ କରନ୍ତୁ