ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼ିଯିବା   କ୍ରିୟାପଦ

ଅର୍ଥ : ଅଠାଆଦି ତରଳ ପଦାର୍ଥରେ ଦୁଇଟି ବସ୍ତୁକୁ ପରସ୍ପର ସହିତ ଯୋଡ଼ିବା

ଉଦାହରଣ : କାଗଜ କାଠ ସହିତ ଜଡ଼ିଗଲା

ସମକକ୍ଷ : ଯୋଡ଼ିଯିବା, ଲାଗିଯିବ


ଅନ୍ୟ ଭାଷାରେ ଅନୁବାଦ :

गोंद आदि लसीली चीज़ों से दो वस्तुओं का आपस में जुड़ना।

काग़ज़ लकड़ी पर चिपक गया।
चिपकना, पकड़ना, सटना

Stick to firmly.

Will this wallpaper adhere to the wall?.
adhere, bind, bond, hold fast, stick, stick to

ଅର୍ଥ : ଗଳାରେ ଲଗେଇବା ବା ଆଲିଙ୍ଗନ କରିବା

ଉଦାହରଣ : ପିଲାଟି ମୋତେ ଦେଖି ମାଆ ଦେହରେ ଲାଗିଗଲା

ସମକକ୍ଷ : ଲାଗିଯିବା, ଲେପଟେଇ ଯିବା


ଅନ୍ୟ ଭାଷାରେ ଅନୁବାଦ :

गले लगना या आलिंगन करना।

बच्चा मुझे देखते ही माँ से लिपट गया।
लपटाना, लिपटना