ଅର୍ଥ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
ଉଦାହରଣ :
ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
ଅନ୍ୟ ଭାଷାରେ ଅନୁବାଦ :
Shade within clear boundaries.
shadowଅର୍ଥ : ଗୋଟିଏ ରାଗିଣୀ
ଉଦାହରଣ :
ସଙ୍ଗୀତକାର ଛାୟା ବିଷୟରେ କହୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟଦେବଙ୍କର ଜଣେ ପତ୍ନୀ
ଉଦାହରଣ :
ସୂର୍ଯ୍ୟ ଏବଂ ଛାୟାଙ୍କର ପୁତ୍ର ଥିଲେ ଶନି ଦେବ
ଅନ୍ୟ ଭାଷାରେ ଅନୁବାଦ :
सूर्यदेव की एक पत्नी।
शनिदेव सूर्य एवं छाया के पुत्र हैं।An imaginary being of myth or fable.
mythical beingଅର୍ଥ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
ଉଦାହରଣ :
ପଥିକ ଛାଇରେ ଆରାମ କରୁଅଛି
ସମକକ୍ଷ : ଛାଇ
ଅନ୍ୟ ଭାଷାରେ ଅନୁବାଦ :
Relative darkness caused by light rays being intercepted by an opaque body.
It is much cooler in the shade.