ଅର୍ଥ : ଯେଉଁ କଳାଦାଗ ବା ଚିହ୍ନ ଉପରେ ଅଭ୍ୟାସ ନିମନ୍ତେ ନିଶାଣ ଲଗାଯାଏ
ଉଦାହରଣ :
ସେ ପ୍ରଥମ ନିଶାଣରେ ଚାନ୍ଦ ଭେଦ କରିଦେଲା
ଅନ୍ୟ ଭାଷାରେ ଅନୁବାଦ :
वह काला दाग या चिह्न जिस पर अभ्यास के लिए निशाना लगाया जाता है।
उसने पहले ही निशाने में चाँद को भेद दिया।ଅର୍ଥ : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ଉଦାହରଣ :
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ସମକକ୍ଷ : ଇନ୍ଦୁ, କଳାନିଧି, ଚନ୍ଦ୍ର, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶାଙ୍କ, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
ଅନ୍ୟ ଭାଷାରେ ଅନୁବାଦ :
पृथ्वी के चारों ओर चक्कर लगाने वाला एक उपग्रह।
चंद्रमा सूर्य के प्रकाश से प्रकाशित होता है।The natural satellite of the Earth.
The average distance to the Moon is 384,400 kilometers.ଅର୍ଥ : ଚନ୍ଦ୍ର ଆକୃତିରେ ଗଢ଼ା ଯାଇଥିବା ବସ୍ତୁ
ଉଦାହରଣ :
ମୂର୍ତ୍ତିକାର ଧାତୁରେ ତିଆରି ଏକ ଚନ୍ଦ୍ରମା ତିଆରି କରି ଶଙ୍କରଙ୍କ ମୂର୍ତ୍ତୀର ଶିର ଉପରେ ଲଗାଇଦେଲେ
ଅନ୍ୟ ଭାଷାରେ ଅନୁବାଦ :
Any object resembling a moon.
He made a moon lamp that he used as a night light.ଅର୍ଥ : ଦିତୀୟା ଚାନ୍ଦ ଆକାରର ଏକ ଗହଣା
ଉଦାହରଣ :
ଶୀଲା ହୀରା ଲଗାଯାଇଥିବା ଚାନ୍ଦ ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :