ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲୁଗାରେ ଚଉଖୁଣ୍ଟିଆ ଘର ତିଆରି ହୋଇଛି
ଉଦାହରଣ : ରମେଶ ଚଉଖୁଣ୍ଟିଆ କନାରେ ଗୋଟିଏ ଜାମା ସିଲେଇ କଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह कपड़ा जिसमें चौखूँटे घर बने होते हैं।
A textile pattern of squares or crossed lines (resembling a checkerboard).
ଅର୍ଥ : ଚାରି କୋଣ ବିଶିଷ୍ଟ
ଉଦାହରଣ : ବହିଗୁଡ଼ିକ ଚାରିକୋଣିଆ
ସମକକ୍ଷ : ଚାରିକୋଣ, ଚୌକୋଣ
चार कोनों वाला।
Having four equal sides and four right angles or forming a right angle.
ସଂସ୍ଥାପନ କରନ୍ତୁ