ଅର୍ଥ : ଯେଉଁଥିରେ ବୁଲାଣି ବା ମୋଡ଼ ଥାଏ
ଉଦାହରଣ :
ପାହାଡ଼ ଉପରର ରାସ୍ତା ଅଙ୍କାବଙ୍କା ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Marked by repeated turns and bends.
A tortuous road up the mountain.ଅର୍ଥ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
ଉଦାହରଣ :
ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
ଅନ୍ୟ ଭାଷାରେ ଅନୁବାଦ :