ଅର୍ଥ : ଯେଉଁ ଘରେ ବାହାରୁ ଆସୁଥିବା ଜିନିଷ ଆଦି ଉପରେ କର ନେବାପାଇଁ ଲୋକ ରହନ୍ତି
ଉଦାହରଣ :
ଅକଟ୍ରାଇଘର ପାଖରେ ହିଁ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା
ସମକକ୍ଷ : ଚୁଙ୍ଗୀଘର
ଅନ୍ୟ ଭାଷାରେ ଅନୁବାଦ :
वह घर या चौकी जो चुंगी के पास ही होती है और जहाँ पर बाहर से आने वाले माल आदि पर कर लेने के लिए लोग रहते हैं।
चुंगीघर के पास ही बस दुर्घटनाग्रस्त हुई थी।