ଅର୍ଥ : ଯେଉଁ ସ୍ଥାନରେ ବାହାରୁ ଆସୁଥିବା ଜିନିଷ ଆଦି ଉପରେ କର ନେବାପାଇଁ କିଛି ଲୋକ ରହିଥାନ୍ତି
ଉଦାହରଣ :
ସହରର ଟୋଲଗେଟରେ ଆମକୁ ଶହେ ଟଙ୍କା ପଣ୍ୟକର ଦେବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ बाहर से आनेवाले माल आदि पर कर लेने के लिए कुछ लोग रहते हों।
हमें नाके पर दो सौ रुपए चुंगी देना पड़ा।