ଅର୍ଥ : କାହାରିକୁ ଏମିତି ମୂର୍ଖ ବା ହାସ୍ୟାସ୍ପଦ କରିବା ଯେମିତି ସେ ତୁରନ୍ତ ବୁଝିନପାରିବ
ଉଦାହରଣ :
ଆଜି ଆନନ୍ଦ ରାହୁଳକୁ ଖୁବ୍ ବୋକା ବନେଇଲା
ସମକକ୍ଷ : ଏପ୍ରିଲ ଫୁଲ କରିବା, ବୋକା ବନେଇବା
ଅନ୍ୟ ଭାଷାରେ ଅନୁବାଦ :
किसी को इस प्रकार मूर्ख या उपहास्यास्पद ठहराना कि वह तुरंत न समझ सके।
आज आनंद ने राहुल को खूब उल्लू बनाया।