ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଦିଆଯାଇଥିବା ଖାଦ୍ୟରୁ ଖାଇସାରିବା ପରେ ବଳିଥିବା ଅଂଶ
ଉଦାହରଣ : କାହାରିକୁ ଅଇଁଠା ଦେବା ଅନୁଚିତ
ସମକକ୍ଷ : ଉଚ୍ଛିଷ୍ଟ, ସଙ୍ଖୁଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी को दिए गए भोजन में से खाने के बाद बची वस्तु।
Food that is discarded (as from a kitchen).
ଅର୍ଥ : କିଛି ବସ୍ତୁକୁ ପ୍ରଥମେ ଉପଭୋଗ କରି ଅବଶିଷ୍ଟ ଛାଡ଼ିଦେବା
ଉଦାହରଣ : ପିଲାଟି ସବୁ ଦୁଧ ଅଇଁଠା କରିଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
बानाए या परोसे खाद्यवस्तु का पूरा उपभोग न करके शेष छोड़ देना।
ଅର୍ଥ : ଯାହାକୁ ପୂର୍ବରୁ ଅନ୍ୟକେହି ଉପଭୋଗ କରିସାରିଛି
ଉଦାହରଣ : ଅଇଁଠା ଭୋଜନ ଭଗବାନଙ୍କୁ ଅର୍ପଣ କରାଯାଏନାହିଁ
जिसका पहले किसी ने उपभोग कर लिया हो।
Previously used or owned by another.
ଅର୍ଥ : କାହାରି ନିମନ୍ତେ ପରଷା ଯାଇଥିବା ଭୋଜନରୁ ଖାଇବା ପରେ ଯାହା ବଳିଛି
ଉଦାହରଣ : ଉଛିଷ୍ଟ ଖାଦ୍ୟ ଖାଇବା ଉଚିତ୍ ନୁହେଁ
ସମକକ୍ଷ : ଉଛିଷ୍ଟ, ସଂଖୁଡ଼ି, ସଙ୍ଖୁଡ଼ି
जो किसी के लिए परोसे गए भोजन में से खाने के बाद बचा हुआ हो।
Not used up.
ସଂସ୍ଥାପନ କରନ୍ତୁ