ଅର୍ଥ : ନଅ ସହିତ ଏକ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ :
ଦିବ୍ୟା ଦଶ ପର୍ଯ୍ୟନ୍ତ ଗଣି ପାରୁଛି
ସମକକ୍ଷ : ଦଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଶ ଲକ୍ଷର ସଂଖ୍ୟା
ଉଦାହରଣ :
ଦଶ ଲକ୍ଷରେ ପଚାଶ ଜହାର ଯୋଗ କଲେ କେଉଁ ସଂଖ୍ୟା ମିଳିବ?
ଅନ୍ୟ ଭାଷାରେ ଅନୁବାଦ :
The number that is represented as a one followed by 6 zeros.
1000000, meg, million, one thousand thousand