ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

  ବିଶେଷ୍ୟ

ଅର୍ଥ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ

ଉଦାହରଣ : ଏକ ଆଉ ଏକ ମିଶି ଦୁଇ ହୁଏ

ସମକକ୍ଷ : ଏକ


ଅନ୍ୟ ଭାଷାରେ ଅନୁବାଦ :

इकाइयों में सबसे छोटी और पहली पूरी संख्या या इसको दर्शाने वाला अंक।

एक और एक का जोड़ दो होता है।
1, I, इंदु, इक, इन्दु, एक, हेक,

The smallest whole number or a numeral representing this number.

He has the one but will need a two and three to go with it.
They had lunch at one.
1, ace, i, one, single, unity

ଅର୍ଥ : ଶହେ ହଜାର ଥିବା ସଂଖ୍ୟା

ଉଦାହରଣ : ତୁମେ କହିପାରିବ କି ଏକ ଲକ୍ଷ୍ୟରେ କେତୋଟି ଶୂନ୍ୟ ଅଛି?

ସମକକ୍ଷ : 00, 000, 1, ଏକଲକ୍ଷ୍ୟ


ଅନ୍ୟ ଭାଷାରେ ଅନୁବାଦ :

सौ हज़ार की संख्या।

क्या तुम बता सकते हो कि लाख में कितने शून्य हैं।
100000, लक्ष, लाख, १०००००

The cardinal number that is the fifth power of ten.

100000, hundred thousand, lakh

ଅର୍ଥ : ଶହେ ଲକ୍ଷ୍ୟ ଥିବା ସଂଖ୍ୟା

ଉଦାହରଣ : ଏକ କୋଟିରେ ଏକ ପରେ ସାତୋଟି ଶୂନ୍ୟ ଅଛି

ସମକକ୍ଷ : 00, 000, 10000000, ଏକକୋଟି


ଅନ୍ୟ ଭାଷାରେ ଅନୁବାଦ :

सौ लाख की संख्या।

करोड़ में एक के बाद सात शून्य होते हैं।
10000000, करोड़, कोटि, १०००००००

The number that is represented as a one followed by 7 zeros. Ten million.

crore

  ବିଶେଷଣ

ଅର୍ଥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍

ଉଦାହରଣ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ

ସମକକ୍ଷ : ଏକ, ଗୋଟିଏ, ଜଣେ


ଅନ୍ୟ ଭାଷାରେ ଅନୁବାଦ :

अकेला या गिनती में शून्य से ऊपर तथा दो से कम।

यह काम एक आदमी के बस का नहीं है।
1, I, इक, एक, हेक,