ଅର୍ଥ : ଧୀରେ ଧୀରେ କମିବା ବା ନଷ୍ଟ ହେବା କ୍ରିୟା
ଉଦାହରଣ :
ବୁଢ଼ା କାଳରେ ସ୍ମରଣ ଶକ୍ତି ହ୍ରାସ ପାଏ
ସମକକ୍ଷ : କ୍ଷୟ
ଅନ୍ୟ ଭାଷାରେ ଅନୁବାଦ :
A condition inferior to an earlier condition. A gradual falling off from a better state.
declination, decline