ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହ୍ବାଇଟ୍ ହାଉସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହ୍ବାଇଟ୍ ହାଉସ   ବିଶେଷ୍ୟ

ଅର୍ଥ : ଆମେରିକାର ମୁଖ୍ୟ କାର୍ଯ୍ୟକାରୀ ବିଭାଗ

ଉଦାହରଣ : ରମେଶର ଜଣେ ଆମେରେକାର ସାଙ୍ଗ ହ୍ବାଇଟ୍ ହାଉସରେ କାର୍ଯ୍ୟରତ


ଅନ୍ୟ ଭାଷାରେ ଅନୁବାଦ :

अमेरिका का मुख्य कार्यकारी विभाग।

रमेश का एक अमेरीकी दोस्त ह्वाइट हाउस में कार्यरत है।
वाइट हाउस, ह्वाइट हाउस

The chief executive department of the United States government.

exec, white house

ଅର୍ଥ : ଆମେରିକାର ସେହି ସରକାରୀଭବନ ଯେଉଁଠାରେ ସେଠାକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ନିବାସ ରହିଥାଏ

ଉଦାହରଣ : ଆଜି ଭାରତୀୟ ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିବେ


ଅନ୍ୟ ଭାଷାରେ ଅନୁବାଦ :

अमेरीका का वह सरकारी भवन जो वहाँ के राष्ट्रपति का कार्यालय एवं निवास है।

आज भारतीय प्रधानमंत्री ह्वाइट हाउस में अमेरीकी राष्ट्रपति से मिलेंगे।
वाइट हाउस, ह्वाइट हाउस

The government building that serves as the residence and office of the President of the United States.

white house