ଅର୍ଥ : ଯାହାର ହୃଦୟ କୋମଳ
ଉଦାହରଣ :
ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Having or proceeding from an innately kind disposition.
A generous and kindhearted teacher.ଅର୍ଥ : ଯିଏ ଉତ୍ତମ ମନୋବୃତ୍ତିଧାରୀ
ଉଦାହରଣ :
ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ
ସମକକ୍ଷ : ଭଲମନୋବୃତ୍ତି, ସଦାଚାର
ଅନ୍ୟ ଭାଷାରେ ଅନୁବାଦ :
Marked by good intentions though often producing unfortunate results.
A well-intentioned but clumsy waiter.ଅର୍ଥ : ଯାହାର ହୃଦୟ ବଡ଼
ଉଦାହରଣ :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
ସମକକ୍ଷ : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ
ଅନ୍ୟ ଭାଷାରେ ଅନୁବାଦ :
Generous and understanding and tolerant.
A heart big enough to hold no grudges.