ଅର୍ଥ : ଚକ ଲାଗିଥିବା ଚଉକି
ଉଦାହରଣ :
ଚାଲିପାରୁନଥିବା ଲୋକଙ୍କ ପାଇଁ ହୁଇଲଚେୟାର ବହୁତ ଦରକାରୀ ହୋଇଥାଏ
ସମକକ୍ଷ : ଚକଲଗା ଚେୟାର, ହ୍ୱିଲଚେୟାର
ଅନ୍ୟ ଭାଷାରେ ଅନୁବାଦ :
पहिया लगी हुई कुर्सी।
न चल-फिर सकनेवाले व्यक्तियों के लिए ह्वीलचेयर बहुत ही उपयोगी होता है।