ଅର୍ଥ : କୌଣସି ଆଘାତ କିମ୍ବା ଅପମାନର ପ୍ରତିଶୋଧ ନେବା
ଉଦାହରଣ :
ରଞ୍ଜନକୁ ମାରି ସେ ନିଜ ଭାତୃହତ୍ୟାର ପ୍ରତିଶୋଧ ନେଲା
ସମକକ୍ଷ : ପ୍ରତିଶୋଧ ନେବା, ବଦଲା ନେବା
ଅନ୍ୟ ଭାଷାରେ ଅନୁବାଦ :
किसी चोट या अपमान का बदला लेना।
रंजन को मारकर उसने अपने भाई की हत्या का प्रतिशोध लिया।