ଅର୍ଥ : କୌଣସି ଅପରାଧୀ ବ୍ୟକ୍ତି ବର୍ତ୍ତମାନସୁଦ୍ଧା କରିଥିବା ଅପରାଧ ଏବଂ ତାକୁ ମିଳିଥିବା ଦଣ୍ଡ ଆଦିର ବିବରଣୀ ଲେଖା ହୋଇଥିବା ପତ୍ର ବା ଲେଖ
ଉଦାହରଣ :
ପୋଲିସ କୁଖ୍ୟାତ ଅପରାଧୀର ଇତିବୃତ୍ତକ ଦେଖୁଛନ୍ତି
ସମକକ୍ଷ : ଇତିବୃତ୍ତକ
ଅନ୍ୟ ଭାଷାରେ ଅନୁବାଦ :
किसी दुश्चरित्र व्यक्ति के किए हुए अब तक के अपराधों और उसे मिले हुए दंडों आदि का विवरण लिखा पत्र या लेख।
पुलिस कुख्यात अपराधी का इतिवृत्तक देख रही है।