ଅର୍ଥ : ହାତୀର ମସ୍ତକ
ଉଦାହରଣ :
ମନ୍ଦିର ଆଗରେ ଛିଡା ହୋଇଥିବା ସୁସଜ୍ଜିତ ହାତୀମୁଣ୍ଡ ଉପରେ ପିଲାମାନେ ହାତ ବୁଲାଇଲେ
ସମକକ୍ଷ : ଗଜମସ୍ତକ, ହସ୍ତୀମସ୍ତକ
ଅନ୍ୟ ଭାଷାରେ ଅନୁବାଦ :
हाथी का मस्तक।
बच्चे ने मंदिर के सामने खड़े हाथी के सुसज्जित हस्तिमस्तक पर हाथ फेरा।