ଅର୍ଥ : ଦୁଇ ଚକିଆ ଯାତ୍ରୀବାହୀ ଗାଡ଼ି ଯାହାକୁ ଜଣେ ଲୋକ ଗୋଡ଼ରେ ହିଁ ଟାଣେ
ଉଦାହରଣ :
ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ କଲିକତାର ରାସ୍ତାରେ କେତେକ ଲୋକ ରିକ୍ସା ଟାଣିବା ଦେଖାଯାଏ
ସମକକ୍ଷ : ରିକ୍ସା
ଅନ୍ୟ ଭାଷାରେ ଅନୁବାଦ :
दो पहियों की सवारी गाड़ी जिसे एक आदमी पैदल ही खींचता है।
आज के वैज्ञनिक युग में भी कोलकता की सड़कों पर कुछ लोगों को रिक्शा खींचते हुए देखा जा सकता है।