ଅର୍ଥ : ମନୋରଞ୍ଜନ ବା ବ୍ୟାୟାମ ନିମନ୍ତେ ବିଶେଷକରି ପାର୍ବତୀୟ ଅଞ୍ଚଳରେ କରାଯାଉଥିବା ଦୀର୍ଘ ପଦଯାତ୍ରା
ଉଦାହରଣ :
ଏହି ସ୍ଥାନରେ ଆପଣ ହାଇକିଂର ଆନନ୍ଦ ନେଇପାରିବେ
ସମକକ୍ଷ : ହାଇକିଂ
ଅନ୍ୟ ଭାଷାରେ ଅନୁବାଦ :
मनोरंजन या व्यायाम के लिए की जानेवाली लंबी पैदल यात्रा विशेषकर पर्वतीय भागों में।
इस स्थान पर आप हाइकिंग का आनन्द भी उठा सकते हैं।