ଅର୍ଥ : ସମସ୍ତ ପଦଦଳିତ ବା ଅସ୍ପୃଶ୍ୟ ଜାତି (ମହାତ୍ମା ଗାନ୍ଧୀଙ୍କଦ୍ୱାରା ବ୍ୟବହୃତ ଶବ୍ଦ)
ଉଦାହରଣ :
ମହାତ୍ମା ଗାନ୍ଧୀ ଆଜୀବନ ହରିଜନମାନଙ୍କ ଉନ୍ନତିପାଇଁ ଚେଷ୍ଟାରତ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
सभी पददलित या अस्पृश्य जातियाँ (महात्मा गाँधी द्वारा प्रयुक्त शब्द)।
महात्मा गाँधी आजीवन हरिजनों के उत्थान के लिए प्रयासरत रहे।