ଅର୍ଥ : ଶ୍ରୀଲଙ୍କାର ଦକ୍ଷିଣରେ ଥିବା ଗୋଟିଏ ଜନବସତି ଅଞ୍ଚଳ
ଉଦାହରଣ :
ହମବଣ୍ଟୋଟାର ଜନବସତି ଅଞ୍ଚଳର ରାଜଧାନୀ ହେଉଛି ହମବଣ୍ଟୋଟା ସହର
ସମକକ୍ଷ : ହମବଂଟୋଟା ସହର, ହମବଣ୍ଟୋଟା, ହମବଣ୍ଟୋଟା ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶ୍ରୀଲଙ୍କାର ସବୁଠୁଁ ବଡ ବନ୍ଦର
ଉଦାହରଣ :
ଶ୍ରୀଲଙ୍କା ଯାତ୍ରା ଅବସରରେ ହମବଣ୍ଟୋଟାରେ କାର୍ଯ୍ୟରତ ମୋର ଜଣେ ବନ୍ଧୁଙ୍କୁ ମଧ୍ୟ ମୁଁ ସାକ୍ଷାତ କଲି
ସମକକ୍ଷ : ହମବଂଟୋଟା ବଂଦର, ହମବଣ୍ଟୋଟା, ହମବଣ୍ଟୋଟା ବନ୍ଦର
ଅନ୍ୟ ଭାଷାରେ ଅନୁବାଦ :
श्रीलंका का सबसे बड़ा बंदरगाह।
श्रीलंका यात्रा के दौरान हमबन्टोटा में कार्यरत मैं अपने एक दोस्त से भी मिला।