ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଲଗା ବା ପୃଥକ ହେବା
ଉଦାହରଣ : ଭିଡ଼ କାରଣରୁ ଆମର ଜଣେ ସାଙ୍ଗ ମେଳାରେ ହଜିଗଲା
ସମକକ୍ଷ : ଅଲଗା ହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
अलग या पृथक होना।
ଅର୍ଥ : ନିଜର କୌଣସି ବସ୍ତୁ ହଜିଯିବା
ଉଦାହରଣ : ମୋର ପାଞ୍ଚ ଟଙ୍କା ହଜିଗଲା
अपनी किसी वस्तु का कहीं छूट, रह या निकल जाना।
ଅର୍ଥ : ଦେଖା ନ ମିଳିବା
ଉଦାହରଣ : ଅନେକ ଦିନ ହେଲା ସେ ଦିଶୁ ନାହିଁ
ସମକକ୍ଷ : ନ ଦିଶିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
न दिखना।
Become invisible or unnoticeable.
ଅର୍ଥ : ଅସାବଧାନତାରୁ ବା ମନେ ନ ରହିବାରୁ ହଜିଯିବା
ଉଦାହରଣ : ମୋ ଚାବି କେଉଁଠି ହଜି ଗଲା
असावधानीवश या याद न रहने से खो जाना।
ସଂସ୍ଥାପନ କରନ୍ତୁ