ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ : ହଂସୀର ପ୍ରତ୍ୟେକ ଚରଣରେ ଦୁଇଟି ମଗଣ,ଗୋଟିଏ ତଗଣ, ଗୋଟିଏ ସଗଣ ଏବଂ ଗୋଟିଏ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वर्णवृत्त।
(prosody) a system of versification.
ଅର୍ଥ : ମାଈ ହଂସ
ଉଦାହରଣ : ପୋଖରୀରେ କେତେ ଯୋଡ଼ା ହଂସ ଓ ହଂସିନୀ ପହଁରୁଛନ୍ତି
ସମକକ୍ଷ : ହଂସିନୀ
मादा हंस।
Female swan.
ସଂସ୍ଥାପନ କରନ୍ତୁ