ଅର୍ଥ : ନିଜର ଅଧିକାରକୁ ମନଇଛା ଉପଭୋଗ କରୁଥିବା ଶାସକ
ଉଦାହରଣ :
ବିଶ୍ୱରେ କେତେକ ଦେଶର ଶାସନ ବ୍ୟବସ୍ଥା ଅନେକ ଥର ସ୍ୱେଚ୍ଛାଚାରୀ ଶାସକଙ୍କ ହାତରେ ରହିଥିଲା
ସମକକ୍ଷ : ନିରଙ୍କୁଶ ଶାସକ
ଅନ୍ୟ ଭାଷାରେ ଅନୁବାଦ :
वह शासक जो अपने अधिकारों का बहुत मनमाना उपयोग करे।
विश्व के कुछ देशों का शासन कई बार तानाशाहों के हाथ में रहा है।