ଅର୍ଥ : ଯାହାର ଅଧିକାର ନାହିଁ
ଉଦାହରଣ :
ଘରକୁ ଅନଧିକାରୀ ଲୋକ ଦଖଲ କରି ବସିଛି, ଆଉ ଆପଣ କିଛି କରୁନାହାନ୍ତି?
ସମକକ୍ଷ : ଅନଧିକାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଧିକାର ବିନା
ଉଦାହରଣ :
ଆପଣ ଆମକୁ ଅଲଗା କରିବା ପାଇଁ ଅନଧିକାର ଚେଷ୍ଟା କରନ୍ତୁ ନାହିଁ
ସମକକ୍ଷ : ଅଧିକାରଶୂନ୍ୟ, ଅନଧିକାର
ଅନ୍ୟ ଭାଷାରେ ଅନୁବାଦ :
जिसके लिए अधिकार न दिया गया हो या अधिकार रहित।
आप हमें अलग करने की अनधिकृत चेष्टा न करें।