ଅର୍ଥ : ଶରୀରର କୌଣସି ଅଙ୍ଗ ଅଚେତନ ହେବା
ଉଦାହରଣ :
ଅଧିକ ସମୟଧରି ଏକ ସ୍ଥାନରେ ବସିବାରୁ ମୋ ଗୋଡ଼ ଗୋଦରା ହୋଇଗଲା
ସମକକ୍ଷ : ଅଚଳ ହେବା, ଗୋଦରା ହେବା, ଝିମଝିମ ହେବା, ଝିମା ମାରିବା
ଅନ୍ୟ ଭାଷାରେ ଅନୁବାଦ :
शरीर के किसी अंग का अचेतन होना।
ज्यादा देर तक एक ही स्थान पर बैठने के कारण मेरा पैर सुन्न हो गया है।