ଅର୍ଥ : ସ୍ତୁତି, ପ୍ରଶଂସା ଆଦି ଥିବା ଯେଉଁ ରଚନା ପ୍ରାର୍ଥନା ସମୟରେ ବୋଲାଯାଏ
ଉଦାହରଣ :
ଏହି ପୁସ୍ତକରେ ସମସ୍ତ ଦେବାଦେବୀଙ୍କର ପ୍ରାର୍ଥନା ରହିଛି ଏହି ପୁସ୍ତକର ପ୍ରଥମ ଅଧ୍ୟାୟ ହିଁ ପ୍ରାର୍ଥନା
ଅନ୍ୟ ଭାଷାରେ ଅନୁବାଦ :
A fixed text used in praying.
prayerଅର୍ଥ : ଭକ୍ତିର ନଅ ଭେଦ ସମୂହରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କର ଗୁଣଗାନ କରିଥାଏ
ଉଦାହରଣ :
ମନ୍ଦିରରେ ଭକ୍ତଗଣ ବନ୍ଦନାରେ ବ୍ୟାପୃତ ଥାଆନ୍ତି
ସମକକ୍ଷ : ଅଭିବଂଦନ, ଅଭିବଂଦନା, ଅଭିବନ୍ଦନ, ଅଭିବନ୍ଦନା, ପ୍ରାର୍ଥନା, ବଂଦନ, ବଂଦନା, ବନ୍ଦନ, ବନ୍ଦନା, ସ୍ତବ, ସ୍ତୋତ୍ର
ଅନ୍ୟ ଭାଷାରେ ଅନୁବାଦ :
The act of communicating with a deity (especially as a petition or in adoration or contrition or thanksgiving).
The priest sank to his knees in prayer.