ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣିକୁ ଛିଟିକାଇବା
ଉଦାହରଣ : ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି
ସମକକ୍ଷ : ଛିଞ୍ଚିବା, ଛିଟିକାଇବା, ଛିଡ଼ିକାଇବା, ସିଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
पानी का छिड़काव करना।
ସଂସ୍ଥାପନ କରନ୍ତୁ