ଅର୍ଥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଖରାର ସ୍ଥିତି ଦେଖି ସମୟର ଅନୁମାନ କରାଯାଏ
ଉଦାହରଣ :
ସୂର୍ଯ୍ୟଘଡ଼ିରେ ବ୍ୟାଟେରୀର ଆବଶ୍ୟକତା ହୁଏ ନାହିଁ
ସମକକ୍ଷ : ସୌରଘଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
एक प्रकार का यंत्र जिसमें धूप की स्थिति को देखकर समय का अनुमान लगाया जाता है।
धूपघड़ी में बैटरी की ज़रुरत नहीं होती है।Timepiece that indicates the daylight hours by the shadow that the gnomon casts on a calibrated dial.
sundial