ଅର୍ଥ : ଭାରତର ଜଣେ କ୍ରାନ୍ତିକାରୀ ନେତା
ଉଦାହରଣ :
ସୁଭାଷଚନ୍ଦ୍ର ବୋଷଙ୍କ ସ୍ଲୋଗାନ ଥିଲା-ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି
ସମକକ୍ଷ : ନେତାଜୀ, ନେତାଜୀ ସୁଭାଷଚନ୍ଦ୍ର ବୋଷ
ଅନ୍ୟ ଭାଷାରେ ଅନୁବାଦ :
भारत के एक क्रांतिकारी नेता।
सुभाष चंद्र बोस का नारा था ,तुम मुझे खून दो मैं तुम्हें आजादी दूँगा।