ଅର୍ଥ : ଗୋଟିଏ ଛୋଟ ମିଠା ସୁଗନ୍ଧଯୁକ୍ତ ଆମ୍ବ
ଉଦାହରଣ :
ସେ ଫଳ ଦୋକାନରୁ ଦୁଇ କିଲୋ ସୁନ୍ଦରୀ ଆମ୍ବ କିଣିଲା
ସମକକ୍ଷ : ସୁଂଦରୀ ଆଂବ
ଅନ୍ୟ ଭାଷାରେ ଅନୁବାଦ :
मीठी सुगंधवाला एक छोटा आम।
उसने फल की दुकान से दो किलो सिंदूरिया खरीदे।Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ଗୋଟିଏ ପ୍ରକାର ଆମ୍ବ
ଉଦାହରଣ :
ମୋତେ ସୁନ୍ଦରୀ ଆମ୍ବ ସେତେ ଭଲ ଲାଗେ ନାହିଁ
ସମକକ୍ଷ : ସୁନ୍ଦରୀ
ଅନ୍ୟ ଭାଷାରେ ଅନୁବାଦ :
एक तरह का आम।
मुझे सुंदरी उतना पसंद नहीं आया।Large oval tropical fruit having smooth skin, juicy aromatic pulp, and a large hairy seed.
mango