ଅର୍ଥ : ସହଜ ହେବାର ଅବସ୍ଥା ବା ଭାବ
ଉଦାହରଣ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
ସମକକ୍ଷ : ସରଳ, ସରଳତା, ସହଜ, ସହଜତା
ଅନ୍ୟ ଭାଷାରେ ଅନୁବାଦ :
Freedom from difficulty or hardship or effort.
He rose through the ranks with apparent ease.ଅର୍ଥ : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
ଉଦାହରଣ :
ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
ସମକକ୍ଷ : ସୁବିଧା
ଅନ୍ୟ ଭାଷାରେ ଅନୁବାଦ :
Freedom from difficulty or hardship or effort.
He rose through the ranks with apparent ease.