ଅର୍ଥ : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
ଉଦାହରଣ :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
ସମକକ୍ଷ : ଲଗେଇବା
ଅନ୍ୟ ଭାଷାରେ ଅନୁବାଦ :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।