ଅର୍ଥ : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ
ଉଦାହରଣ :
ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି
ସମକକ୍ଷ :
ଧାରାବାହିକ
ଅନ୍ୟ ଭାଷାରେ ଅନୁବାଦ :
टीवी,रेडियो आदि पर चलता रहने वाला वह घटना-क्रम प्रधान नाटक आदि जो कुछ विशेष चरित्रों की रोजमर्रा की जिंदगी को दर्शाता है।
मुझे टीवी पर आ रहे सभी धारावाहिकों की कहानियाँ मिलती-जुलती लगती हैं।
धारावाहिक,
सीरियल
A serialized set of programs.
A comedy series.
The Masterworks concert series.
serial,
series