ଅର୍ଥ : ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର
ଉଦାହରଣ :
ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି
ସମକକ୍ଷ :
ପେଟରା, ପେଡ଼ି, ମଞ୍ଜିଷା, ମଞ୍ଜୁଷା, ମଞ୍ଜୂଷା
ଅନ୍ୟ ଭାଷାରେ ଅନୁବାଦ :
डिब्बे की तरह का एक ढक्कनदार पात्र।
सुनार ने काँच की मंजूषा में कुछ बहुमूल्य रत्नों को रखा है।
मंजूषा