ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାଗୁଗଛ ଗଣ୍ଡିର କୋମଳ ପିଣ୍ଡରୁ ତିଆରି କରାଯାଉଥିବା ଦାନା ଯାହା ଶୀଘ୍ର ହଜମ ହୋଇଯାଏ
ଉଦାହରଣ : ଉପବାସ ସମୟରେ ସାଗୁଦାନାର ଖିଚୁଡ଼ି,କ୍ଷୀରି,ବରା,ପକଡ଼ି ଆଦି ଖିଆଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सागू वृक्ष के तने के गूदे से तैयार किए हुए दाने जो शीघ्र पच जाते हैं।
Sago ground into small round grains.
ସଂସ୍ଥାପନ କରନ୍ତୁ