ଅର୍ଥ : କୋଷିକାର କେନ୍ଦ୍ରକର ବାହାରର ଜୀବଦ୍ରବ୍ୟ
ଉଦାହରଣ :
ଆଜି ବିଜ୍ଞାନ ମଣ୍ଡଳୀରେ କୋଷିକା ଦ୍ରବ୍ୟ ଉପରେ ଚର୍ଚ୍ଚା କରାଗଲା
ସମକକ୍ଷ : କୋଷିକା ଦ୍ରବ୍ୟ
ଅନ୍ୟ ଭାଷାରେ ଅନୁବାଦ :
कोशिका के केन्द्रक से बाहर का जीवद्रव्य।
आज विज्ञान गोष्ठी में कोशिका द्रव्य के ऊपर चर्चा की गयी।