ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍କସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍କସ   ବିଶେଷ୍ୟ

ଅର୍ଥ : "ଲୋକମାନଙ୍କ ମନୋରଂଜନ ପାଇଁ ଗଠିତ କଳାକାର ମାନଙ୍କର ଯେଉଁ ଗୋଷ୍ଠୀରେ ଜୀବଜନ୍ତୁ ମାନେ ବି ତାଙ୍କର କଳା ପ୍ରଦର୍ଶନ କରିଥାନ୍ତି"

ଉଦାହରଣ : ଏହି ସର୍କସରେ ଚାରୋଟି ହାତୀ, ଦଶଟି ଘୋଡ଼ା, ଆଉ ଗୋଟିଏ ବାଘ ବି ଅଛି


ଅନ୍ୟ ଭାଷାରେ ଅନୁବାଦ :

लोगों का मनोरंजन करने के लिए बना कलाबाजों का एक समूह जिसमें जानवर भी अपना करतब दिखाते हैं।

इस सरकस में चार हाथी,दस घोड़े और एक दरियाई घोड़ा भी है।
सरकस, सर्कस

(antiquity) an open-air stadium for chariot races and gladiatorial games.

circus

ଅର୍ଥ : ପଶୁ ବା ଯାଦୁକରମାନଙ୍କଦ୍ୱାରା ଦେଖାଯାଉଥିବା କୌଶଳ ବା ଖେଳ

ଉଦାହରଣ : ସେ ସର୍କସ ଦେଖିବାକୁ ଯାଇଛି


ଅନ୍ୟ ଭାଷାରେ ଅନୁବାଦ :

पशुओं और कलाबाजों आदि के द्वारा दिखाया जानेवाला कौशल या खेल।

वह सर्कस देखने गया है।
सरकस, सरकस का खेल, सर्कस