ଅର୍ଥ : କୌଣସି ବିଶେଷ କାମପାଇଁ ଗଢ଼ା ହୋଇଥିବା ସଭା
ଉଦାହରଣ :
କୃଷକମାନଙ୍କ ସହାୟତାପାଇଁ ଏହି ସହକାରୀ ସମିତି ଗଠନ କରାଯାଇଛି
ସମକକ୍ଷ : କମିଟି
ଅନ୍ୟ ଭାଷାରେ ଅନୁବାଦ :
A special group delegated to consider some matter.
A committee is a group that keeps minutes and loses hours.