ଅର୍ଥ : ଯେଉଁ ଉଦ୍ଭିଦରେ ଫୁଲ ଫୁଟିଛି
ଉଦାହରଣ :
ବଗିଚାରେ ସପୁଷ୍ପକ ଉଦ୍ଭିଦଗୁଡ଼ିକରେ ପ୍ରକାର ପ୍ରକାରର ଫୁଲ ଫୁଟିଛି
ଅନ୍ୟ ଭାଷାରେ ଅନୁବାଦ :
वह वनस्पति जिस पर फूल लगे हों या लगते हों।
बाग़ में फूलदार वनस्पतियों पर तरह-तरह के फूल लगे हैं।ଅର୍ଥ : ଯେଉଁ ଉଦ୍ଭିଦ ବିଶେଷ ଭାବେ ଫୁଲ ପାଇଁ ହିଁ ପ୍ରସିଦ୍ଧ
ଉଦାହରଣ :
ଚମ୍ପା,ପଳାଶ ଆଦି ସପୁଷ୍ପକ ଉଦ୍ଭିଦ ମାଳୀ ବଗିଚାରେ ସପୁଷ୍ପକ ଉଦ୍ଭିଦ ଗୁଡ଼ିକରେ ପାଣି ଛିଞ୍ଚୁଛି
ଅନ୍ୟ ଭାଷାରେ ଅନୁବାଦ :
वह वनस्पति जो विशेष रूप से फूल के लिए ही प्रसिद्ध हो।
चम्पा, टेसू आदि फूलदार वनस्पतियाँ हैं।A plant cultivated for its blooms or blossoms.
flower