ଅର୍ଥ : ଯେଉଁଥିରେ ସଂନ୍ଦେହ ନ ଥାଏ
ଉଦାହରଣ :
ସନ୍ଦେହହୀନ କଥା କହିଲାପରେ ମଧ୍ୟ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି?
ସମକକ୍ଷ : ଶଂକାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसमें संदेह न हो।
संदेहहीन बात कहने में भी आप क्यों झिझकते हैं?ଅର୍ଥ : ଯିଏ ସଂଦିଗ୍ଧ ନୁହେଁ
ଉଦାହରଣ :
ସେ ଜଣେ ଅସଂଦିଗ୍ଧ ବ୍ୟକ୍ତି, ଏହାଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ
ସମକକ୍ଷ : ଅସଂଦିଗ୍ଧ
ଅନ୍ୟ ଭାଷାରେ ଅନୁବାଦ :
Not suspected or believed likely.
Remained unsuspected as the head of the spy ring.ଅର୍ଥ : ଯେଉଁଥିରେ ଦ୍ୱିଧା ନାହିଁ
ଉଦାହରଣ :
ମାଆଙ୍କର ଦ୍ୱିଧାହୀନ କଥା ଶୁଣି ମୁଁ ନିଶ୍ଚିତ ହୋଇଗଲି
ଅନ୍ୟ ଭାଷାରେ ଅନୁବାଦ :