ଅର୍ଥ : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
ଉଦାହରଣ :
ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
ସମକକ୍ଷ : ସଜାଇବା, ସଜ୍ଜିତ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
ଅନ୍ୟ ଭାଷାରେ ଅନୁବାଦ :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrument